ଆଦିଶକ୍ତି ମା' ତାର ତାରିଣୀ ଙ୍କ ପ୍ରସିଦ୍ଧ ଚୈତ୍ର ଯାତ୍ରା ର ପ୍ରଥମ ମଙ୍ଗଳବାର ଅବସରରେ ମା' ଙ୍କ ଅତି ଦୁର୍ଲଭ ମହାକାଳୀ ବେଶ I ମା' ଧର୍ମ, ଅର୍ଥ, କାମ, ମୋକ୍ଷ ର ଚତୁରବର୍ଗ ଫଳ ପ୍ରଦାନ କରିବା ସହ ସମସ୍ତଙ୍କ ମନବାଞ୍ଛା ପୂର୍ଣ୍ଣ କରନ୍ତୁ
On the auspicious occasion of the First Tuesday of the famous Chaitra Jatra of Adishakti Maa Taratarini, the Goddess is adorned in the rare and sacred Mahakali Besa.
May the Goddess bless everyone with the fourfold goals of life — Dharma (righteousness), Artha (prosperity), Kama (desire), and Moksha (liberation) — and fulfill the heartfelt wishes of all devotees. 





No comments:
Post a Comment