TARA TARINI HILL SHRINE
Tuesday, March 10, 2020
ତାରା ତାରିଣୀ ଶକ୍ତି ପୀଠ ରେ ପ୍ରସିଦ୍ଧ ଚୈତ୍ର ଯାତ୍ରା ର ପ୍ରଥମ ମଙ୍ଗଳବାର
ଆଜି ମା
#
ତାରାତାରିଣୀ
ଶକ୍ତି ପୀଠ ରେ ପ୍ରସିଦ୍ଧ
#
ଚୈତ୍ର_ଯାତ୍ରା
ର ପ୍ରଥମ ମଙ୍ଗଳବାର। ଅପରୂପ ଶୋଭା ରେ ଉଦ୍ଭାସିତ ହେଉଛି ମାଙ୍କ ପୀଠ।
ଚୈତ୍ର କୃଷ୍ଣ ପ୍ରତିପଦା ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଗାମୀ ଏକ ମାସ ପାଇଁ ଚାଲିବ।
ମା ଆପଣ ସମସ୍ତ ଙ୍କ ମନବାଞ୍ଛା ପୂରଣ କରନ୍ତୁ।
ଜୟ ମା ତାରା ତାରିଣୀ
🙏
🙏
Month long Famous Chaitra Yatra 2020 began at Tara Tarini Shakti Pitha
The Month long Famous
#
Chaitra_Yatra
has began from today onwards at
#
Taratarini
#
Shakti_pitha
near Brahmapur city (Ganjam District), Odisha.
It is one of the longest & ancient festivals celebrated in India since centuries.
Visit this Shakti Pitha during this Chaitra month and be part of this ancient festival.
May Maa bless you with all happiness of life & fulfill all your dreams.
Jay Maa Tara Tarini
🙏
🙏
‹
›
Home
View web version