TARA TARINI HILL SHRINE
Monday, January 13, 2020
ମାରିପାରୁ ତାରିପାରୁ ତୁ ମା ତାରାତାରିଣୀ
ମାରିପାରୁ ତାରିପାରୁ ତୁ ମା ତାରାତାରିଣୀ
ଡାକିଦେଲେ ଓ କରୁ ମା ତୁ ଶୁଣୁ ଦୟିନୀ
ତୁ ଯୋଗମାୟା ଜଗଧାତ୍ରୀ ମା ଆଦିଶକ୍ତି
ସକଳ ପାପତାପ ହାରି ଦେଉ ମାତୁ ମୁକ୍ତି
ସନ୍ତାନର ଲୁହରେ ଚହଲେ ତୋ ରତ୍ନଗିରି
ଉଷୁନାକୁ ଗଜାକରୁ ମାଲୋ ରଖୁ ଗୁହାରି
ଚାଲୁଛି ମାଆ ମୁଁ କରେ ଧରି ତୋରି ଧ୍ବଜା
ସୁଖେ ଦୁଃଖେ ସାହାଥିବୁ ମା ତୁ ଦଶଭୁଜା
ଜୟ ମା
🙏
🙏
🚩
🚩
..
Source: Kalakar ସ୍ୱାଇଁ [Hindu
🚩
..] @SwainKalakar
‹
›
Home
View web version